ଭୁବନେଶ୍ୱର : ଆଳୁ ଗୋଦାମରେ ସ୍ଥିତି ପରଖିଲେ ଖାଦ୍ୟଯୋଗାଣ ମନ୍ତ୍ରୀ । ଆଇଗିଣାଆ ସ୍ଥିତି ଗୋଦାମରେ ଖାଦ୍ୟଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ବ୍ୟବସାୟୀଙ୍କୁ ଭେଟିବା ସହ କଳାବଜାରିର ତଦାରଖ କଲେ ମନ୍ତ୍ରୀ । ଅନୁଧ୍ୟାନ ସହ ଯାଞ୍ଚ କରୁଛି ଯୋଗାଣ ବିଭାଗ । କାର୍ଗିଲ ବିଜୟ ଦିବସକୁ ୨୫ ବର୍ଷ ; ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ
Copy and paste this URL into your WordPress site to embed
Copy and paste this code into your site to embed