ଉଜ୍ଜଳା ଯୋଜନାରେ ମାଗଣା ଗ୍ୟାସ ଦେବା ଅବଧି ବୃଦ୍ଧି ଦେଶର ଗରିବ ମାଆ ଓ ଭଉଣୀଙ୍କୁ ଲାଭ ଦେବ – ଧର୍ମେନ୍ଦ୍ର ପ୍ରଧାନ

 ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍ ନିଷ୍ପତି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ କେନ୍ଦ୍ରମନ୍ତ୍ରୀ  କ୍ୟାବିନେଟ୍ ନିଷ୍ପତି ଗରିବ ଲୋକଙ୍କ କଲ୍ୟାଣ ଏବଂ ସମାଜର ସର୍ବତ୍ର ବିକାଶକୁ ନିଶ୍ଚିତ କରିବ  ଗରିବ କଲ୍ୟାଣ ଯୋଜନା ଭାରତର କରୋନା ମୁକାବିଲାରେ ମହତ୍ୱପୂର୍ଣ୍ଣ ସ୍ତମ୍ଭ  ଦେଶର ଗରିବ ଅସହାୟଙ୍କୁ କୋରନାର ଆର୍ôଥକ ଆହ୍ୱାନକୁ ଦୂର କରିବ  ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ଅବଧି ବୃଦ୍ଧି ମୋଦି ସରକାରଙ୍କ ଗରିବଙ୍କ ପ୍ରତି ଥିବା ପ୍ରତିବଦ୍ଧତାର ପ୍ରମାଣ ଭୁବନେଶ୍ୱର,  … Continue reading ଉଜ୍ଜଳା ଯୋଜନାରେ ମାଗଣା ଗ୍ୟାସ ଦେବା ଅବଧି ବୃଦ୍ଧି ଦେଶର ଗରିବ ମାଆ ଓ ଭଉଣୀଙ୍କୁ ଲାଭ ଦେବ – ଧର୍ମେନ୍ଦ୍ର ପ୍ରଧାନ