ମନରେଗା ଅନୁବାଦ କମିନି: ସୀତାରମଣ

ଭୁବନେଶ୍ୱର: ଭୁବନେଶ୍ୱରରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପ୍ରେସମିଟ୍ ।  ବଜେଟ ପରବର୍ତ୍ତୀ ଆଲୋଚନା ନେଇ ପ୍ରେସମିଟରେ ସୂଚନା । ମନରେଗାରେ ବଜେଟ ଅନୁଦାନ ହ୍ରାସ ପାଇନି ବୋଲି କହିଲେ ନିର୍ମଳା । ୟୁପିଏ ଓ ଏନଡିଏ ସରକାରର ଏକ ତୁନାତ୍ମକ ଚିତ୍ର ଦେଲେ ନିର୍ମଳା । ସେ ଚାହିଁଲେ ମାରିପାରିବେ: ଜୟନାରାୟଣ