28.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗମିନାକ୍ଷୀ ହେଲେ କାହ୍ନୁ ଚରଣ ମହାବିଦ୍ୟାଳୟର ଟପ୍ସର

ମିନାକ୍ଷୀ ହେଲେ କାହ୍ନୁ ଚରଣ ମହାବିଦ୍ୟାଳୟର ଟପ୍ସର

ଯାଜପୁର :ଯାଜପୁର ଜିଲ୍ଳାର କୋରେଇ ବ୍ଲକରେ ଅବସ୍ଥିତ କାହ୍ନୁ ଚରଣ ମହାବିଦ୍ୟାଳୟରେ ଚଳିତ ବର୍ଷ +୨ ବର୍ଷକଳାରେ ସର୍ବମୋଟ ୫୦୨ ନମ୍ବର ରଖି ମହାବିଦ୍ୟାଳୟରୁ ପ୍ରଥମ କରି କଲେଜରଟପ୍ସର ହୋଇ କଲେଜର ସୁନାମ ଅର୍ଜନ କରିବା ସହ କୋରେଇ ଅଞ୍ଚଳରେ ଗୌରବ ଅର୍ଜନ କରିଅଛି।ସେ ଯୁବ ସମାଜସେବୀତ ଥା ସ୍ମୃତିଲିପିର ସଂପାଦକ ଭୁବନ ମୋହନ ମହାନ୍ତି ଓ ମାତା ଶ୍ରୀମତୀ ପଦ୍ମାବତୀ ରାଉତଙ୍କର ଏକମାତ୍ର କନ୍ୟାତଥା ଅବସରପ୍ରାପ୍ତ ଶିକ୍ଷାବିତ ପୂର୍ଣ୍ଣଚନ୍ଦ୍ରମ ହାନ୍ତିଙ୍କର ଏକମାତ୍ର ନା ତୁଣୀ ଅଟନ୍ତି।

ଭବିଷ୍ୟତରେ ଜଣେ ଆଦର୍ଶ ଶିକ୍ଷୟତ୍ରୀ ହୋଇ ପରିବାର ସୁନାମ ରଖିବାର ଲକ୍ଷ୍ୟ ରଖିଛନ୍ତି।କାଲି ପରୀକ୍ଷା ଫଳ ପ୍ରକାଶନ ପରେ ସୁଶ୍ରୀ ମିନାକ୍ଷୀଙ୍କ ପାଖକୁ ବ୍ୟକ୍ତିଗତ ଭାବେ ଓ ଟେଲିଫୋନମାଧ୍ୟମରେ ଶୁଭେଛା ବାର୍ତ୍ତା ମାନ ପହିଁଚି ବାର ଲାଗିଛି।କଲେଜର ଅଧ୍ୟକ୍ଷ ଶ୍ରୀ ଯୁକ୍ତ ସୃତିରଂଜନ ରାୟ , କୋରେଇ ମଣ୍ଡଳ ସାହିତ୍ୟ ସଂସଦର ସଂପାଦକ : ଡ. ସୁର୍ଯ୍ୟ ମଣୀ ଖୁଣ୍ଟିଆ,ସତ୍ୟନାରାୟଣ ପାଠାଗାରର ସଭାପତି ଡ. ହୁସେନ ରବିଗାନ୍ଧୀ ବୋଲେହୁଁ ଟି ରସଂପାଦକନନ୍ଦ କିଶୋର ସିଂହ,ମଧୁ ଓଡ଼ିଆ ସେନାରସଭାପତି ପଦ୍ମାକର ଗୁରୁ’ ବ୍ୟାସ ସରୋବର ସାହିତ୍ୟ ବାଟିକାର ସଭାପତି ଗୁଣ ନିଧି ଗୁରୁ,ମାଆ କାମୁଡେଇ ସାହିତ୍ୟ ସଂସ୍କୃତି ପରିଷଦର ସଭାପତି ଶରତ କୁମାର ଦାସ,ସଂପାଦକ ସୁକର୍ଣ୍ଣରାଉତ,ମଦନ ମୋହନ ନୋଡାଲ ବିଦ୍ୟାପୀଠ ହଳଦିଗଡ଼ିଆର ପ୍ରଧାନ ଶିକ୍ଷୟତ୍ରୀ ବିମଳା ସେଠି ,ହଳଦିଗଡ଼ିଆ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ସାହୁ ପ୍ରମୁଖ ଶୁଭେଛା ବାର୍ତ୍ତା ଜଣାଇ ଅଛନ୍ତି।!ରିପୋର୍ଟ ଅଭିମନ୍ୟୁ ମିଶ୍ର ONA

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking