34.1 C
Bhubaneswar
Thursday, March 28, 2024
Homeଓଡିଶାଗାଁକୁ ଫେରିଲା ଦାଦନ ଶ୍ରମିକଙ୍କ ଶବ

ଗାଁକୁ ଫେରିଲା ଦାଦନ ଶ୍ରମିକଙ୍କ ଶବ

କଳାହାଣ୍ଡି : ଜିଲ୍ଲାରେ ଦିନକୁ ଦିନ ଘଟିବାରେ ଲାଗିଛି ଦାଦନ ଙ୍କ ଦୁଃଖ। କିଏ ନିଖୋଜ ତ କାହାର ଆସୁଛି ଗାଁ କୁ ସବ । ସରକାରଙ୍କ କେତେବେଳେ ଆତ୍ମନିର୍ଭର ସିଲ ଭାରତ ର ସ୍ଲୋଗାନ ତ ଆଉ କେତେବେଳେ ଓଡିଶା ଶ୍ରମିକ ଙ୍କ ବିକାଶ ର ଜୟଗାନ । ହେଲେ କଲମପୁର ବ୍ଲକ ଅନ୍ତର୍ଗତ ମିନଗୁର୍ ପଞ୍ଚାୟତ ଅଧିନ ରେ ଥିବା ଭଇରି ଗ୍ରାମର ସ୍ବର୍ଗତଃ ପ୍ରଭୁଲାଲ ଛତ୍ରିଆ ଙ୍କ ୨୨ ବର୍ଷ ପୁଅ ପ୍ରଦ୍ଯୁମ୍ନ ଛତ୍ରିଆ ହାଇଦ୍ରାବାଦ ମେଘା ଇଞ୍ଜିନିୟରିଂ ରେ କାମ କରୁଥିଲେ । ସପ୍ନ ତାଙ୍କର ଥିଲା କିଛି ରୋଜଗାର କରି ଘର ର ଭବିଷ୍ୟତ ତିଆରି କରିବାର ଆଶା । ହେଲେ ଚୁରମାର ହୋଇଗଲା ଆଶା ଓ ଭରଷା । ବିଧବା ମାଆ ଓ ଯୁବତୀ ଭଉଣୀ ଙ୍କ ପାଦ ରୁ ଖସି ଗଲା ମାଟି । ଦୁଃଖି ପରିବାର କୁ ପୁଣି ଆସିଲା ବଡ଼ ଦୁଃଖ । ବିଗତ ଶନିବାର ରାତ୍ରି ରେ ଦୌଡ଼ି ରେ ଫାଶୀ ଲଗାଇ ମୃତ୍ୟୁ ବରଣ କରିଥିବା ଖବର ଘରକୁ ଆସିବା ପରେ ତାଙ୍କ ପରିବାର ରୁ ଉକ୍ତ ସ୍ଥାନକୁ ଯାଇ ପୋଷ୍ଟମେଟମ ହେଲା ପରେ ସବ ଟିକୁ ନିଜ ଗାଁ ଭଇଁରୀ କୁ ଆଜି ସନ୍ଧ୍ୟ ୫ ଟା ସମୟ ରେ ଆଣିଥିଲେ ।ସୁକାକୁଳ ପରିସ୍ଥିତି ରେ ଗାଁ ଲୋକେ ହେଲେ ନିରୀହ ପରିବାର କୁ ସରକାରୀ ସହାୟତା ତଥା ପ୍ରକୃତ ମୃତ୍ୟୁ ର କାରଣର ସନ୍ଧାନ ପାଇଁ ପରିବାରବର୍ଗ ଙ୍କ ଦାବୀ ।

 

କଳାହାଣ୍ଡି ନର୍ଲା ରୁ ସୁରେଶ ଚନ୍ଦ୍ର ସାହୁ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking