ମିଡ୍ ଡେ’ ଅପରେସନ୍ ବି ଫେଲ୍: ଲେନିନ୍
ଭୁବନେଶ୍ୱର: ମିଡ୍ ଡେ’ ଅପରେସନ ବି ଫେଲ୍ କହିଲେ ବିଜେଡି ନେତା ଲେନିନ ମହାନ୍ତି । ମିଡ୍ ନାଇଟ୍ ଅପରେସନ୍ ଫେଲ୍ ହୋଇଥିଲା, ମିଡ୍ ଡେ’ ଅପରେସନ ବି ଫେଲ୍ ହୋଇଗଲା । ମିଡ୍ ଇଭିନିଙ୍ଗ ଅପରେସନ୍ ବି ଫେଲ୍ ହେବ କହିଲେ ଲେନିନ ମହାନ୍ତି । ଏହା ସହ ସେ କହିଛନ୍ତି ଯେ ଦଳକୁ ଦୁର୍ବଳ କରିବାକୁ ଷଡଯନ୍ତ୍ର କରାଯାଇଥିଲା । ଏଥିରେ ବିଜୟ ମହାପାତ୍ର, ଅରବିନ୍ଦ ମହାପାତ୍ର, ସନାତନ ମହାକୁଡ ଅଂଶ ଥିଲେ । … Continue reading ମିଡ୍ ଡେ’ ଅପରେସନ୍ ବି ଫେଲ୍: ଲେନିନ୍
Copy and paste this URL into your WordPress site to embed
Copy and paste this code into your site to embed