32.1 C
Bhubaneswar
Tuesday, April 23, 2024
Homeଓଡିଶାଏଣିକି ମାଇକ୍ରୋସଫ୍ଟ ଟ୍ରାନ୍ସଲେଟର ଆପରେ ଉପଲବ୍ଧ ହେବ ଓଡିଆ ଭାଷା

ଏଣିକି ମାଇକ୍ରୋସଫ୍ଟ ଟ୍ରାନ୍ସଲେଟର ଆପରେ ଉପଲବ୍ଧ ହେବ ଓଡିଆ ଭାଷା

ଭୁବନେଶ୍ୱର: ମାଇକ୍ରୋସଫ୍ଟ ପକ୍ଷରୁ ଓଡିଆଙ୍କ ପାଇଁ ଆସିଛି ଏକ ଖୁସି ଖବର ।ଏଣିକି ମାଇକ୍ରୋସଫ୍ଟ ଟ୍ରାନ୍ସଲେଟର ଆପରେ ଉପଲବ୍ଧ ହେବ ଓଡିଆ ଭାଷା । ମାଇକ୍ରୋସଫ୍ଟ ଅଫିସରେ ମଧ୍ୟ ଏହି ଅନୁବାଦ ସୁବିଧା ଉପଲବ୍ଧ ହେବ । ଅନ୍ୟ ଭାଷାରୁ ଓଡିଆ ଭାଷାକୁ ତାକ୍ରାଳିକ ଅନୁବାଦ ପାଇଁ ଉପଯୋଗୀ ହେବ । ୱିଣ୍ଡୋ, ଆଇଓଏସ, ଆଣ୍ଟ୍ରଏଡ ଓ ୱେବରେ ଅନୁବାଦକ ଆପ୍ କାମ କରିବ । ଘର, ଶ୍ରେଣୀ ଗୃହ ଓ ଅଫିସରେ ଏହି ଆପକୁ ବ୍ୟବହାର କରିହେବ । ଶ୍ରେଣୀଗୃହରେ ଅନ୍ୟ ଭାଷାର ପାଠପଢାକୁ ଓଡିଆ ଭାଷାରେ ଦେଖିପାରିବେ । ବଧିର ପିଲାଏ ମଧ୍ୟ ଶିକ୍ଷକଙ୍କ ବକ୍ତୃତାର ଓଡିଆ ଅନୁବାଦ ଦେଖିପାରିବେ ।ଅନ୍ୟ ଭାଷା ଶିଖି ନଥିଲେ ବି ଓଡିଆଙ୍କ ପାଇଁ ବୁଝିବାର କୌଣସି ଅସୁବିଧା ନାହିଁ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking