37.2 C
Bhubaneswar
Friday, April 19, 2024
Homeବ୍ରେକୀଙ୍ଗବିହାର ନିର୍ବାଚନ ପାଇଁ ଯିବେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ

ବିହାର ନିର୍ବାଚନ ପାଇଁ ଯିବେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ

ନୂଆଦିଲ୍ଲୀ : ବିହାରରେ ନିର୍ବାଚନ ବିଗୁଲ ବାଜି ସାରିଛି । କରୋନା ସଙ୍କଟ ସମୟରେ ଏହା ଦେଶର ପ୍ରଥମ ବିଧାନସଭା ନିର୍ବାଚନ। ଅକ୍ଟୋବର 28ରୁ ପ୍ରଥମ ପର୍ଯ୍ୟାୟ ଭୋଟ ଆରମ୍ଭ ହେବାକୁ ଯାଉଥିବା ବେଳେ ନଭେମ୍ବର ୧୦ରେ ଫଳାଫଳ ଆସିବ। ନିର୍ବାଚନରେ ​​ମୁଖ୍ୟମନ୍ତ୍ରୀଙ୍କ ଚେହେରା ମଧ୍ୟ ଏକ ବଡ଼ ପ୍ରସଙ୍ଗ ହୋଇପାରେ । ତେଜସ୍ଵୀ ଯାଦବ ଓ ନିତିଶ କୁମାରଙ୍କ ମଧ୍ୟରେ ଯୋରଦାେର ସଙ୍ଘର୍ଷ ହୋଇପାରେ।

ତେବେ ଏହି ପରିସ୍ଥିତରେ ନିର୍ବାଚନର ଶାନ୍ତିପୂର୍ଣ୍ଣତା ବଜାୟ ରଖିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପ୍ରଥମେ ୩୦୦ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ଟ୍ରୁପ ବିହାରକୁ ପଠାଇବାକୁ ନିଷ୍ପତ୍ତି ନେଇଛି। ଆଟିବିପି, ସିଆଇଏସଏଫ, ସିଆରପିଏଫ, ଆରପିଏଫ, ବିଏସଏଫର ଯବାନ ମାନେ ଶୀଘ୍ର ବିହାରରେ ପହଞ୍ଚିବେ। ସୁରକ୍ଷା ଦୃଷ୍ଟିରୁ ଏହା ଏକ ଉଚିତ୍ ପଦକ୍ଷେପ। ଏହା ଦ୍ଵାରା ନିର୍ବାଚନରେ ସ୍ଵଛତା ରହିବା ସହିତ, ନିର୍ବାଚନ ଶାନ୍ତିପୂର୍ଣ୍ଣ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking