13.1 C
Bhubaneswar
Sunday, December 7, 2025
Homeଓଡିଶାରଦ୍ଦ ହୋଇନି ମେଟ୍ରୋ ପ୍ରକଳ୍ପ: ମନ୍ତ୍ରୀ 

ରଦ୍ଦ ହୋଇନି ମେଟ୍ରୋ ପ୍ରକଳ୍ପ: ମନ୍ତ୍ରୀ 

ଭୁବନେଶ୍ୱର:କଟକ ଓ ଭୁବନେଶ୍ୱରରେ ମେଟ୍ରୋ ପ୍ରକଳ୍ପକୁ ରଦ୍ଦ କରାଯାଇନି । ଭୁବନେଶ୍ୱରରେ ମେଟ୍ରୋ ରେଳପ୍ରକଳ୍ପ ଏବେ ପରୀକ୍ଷାଧୀନ ରହିଛି । ବିଧାନସଭାରେ ନଗର ଉନ୍ନୟନ ମନ୍ତ୍ରୀ  କୃଷ୍ଣଚନ୍ଦ୍ର ମହାପାତ୍ର ଲିଖିତ  ଉତ୍ତର ରଖିଛନ୍ତି । ଏଥିପାଇଁ ଏକ ଆନ୍ତ ମନ୍ତ୍ରିସ୍ତରୀୟ ସମିତି ଗଠନ କରାଯାଇଛି । କମିଟି ରିପୋର୍ଟ ମିଳିବା ପରେ ସରକାର ଅନ୍ତିମ ସିଦ୍ଧାନ୍ତ  ନେବେ । ଏଯାଏଁ ମୋଟ ୨୭୭.୩୬ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ସେହି ଖର୍ଚ୍ଚରୁ ୨୦୨୪ ଜୁନ ୧୨ ପରେ ୨୫୨.୦୫ କୋଟି ପ୍ରଦାନ କରାଯାଇଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking