34.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗରାଜପଥରେ ଯୁବତୀଙ୍କ ଉନ୍ମୋତ କାଣ୍ଡ

ରାଜପଥରେ ଯୁବତୀଙ୍କ ଉନ୍ମୋତ କାଣ୍ଡ

ଭୁବନେଶ୍ୱର: ଭୁବନେଶ୍ୱର ରାଜମହଲ ଛକରେ ମହିଳାଙ୍କ ଆତଙ୍କରାଜ। ଆଜି ମଧ୍ୟାନରେ ସ୍ଥାନୀୟ ରାଜମହଲ ଓଭର ବ୍ରିଜ ନିକଟରେ ଜୈନକ ମହିଳାଙ୍କ ଅସ୍ୱାଭାବିକ କାର୍ଯ୍ୟ କଳାପ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିଲା। ମହିଳାଙ୍କ ପଥର ମାଡ଼ରେ ଜଣେ ପଥଚାରି ଙ୍କ ମୁଣ୍ଡ ଫାଟି ଯାଇଥିଲା। ଖବର ପାଇ ପିସିଆର ଭ୍ୟାନ ପହଞ୍ଚି ବାରୁ ସମ୍ପୃକ୍ତା ମହିଳା ସ୍ଥାନ ଛାଡି ଚାଲି ଯାଇଥିଲେ। ମହିଳା ଜଣକ ଙ୍କ ସାମାନ୍ୟ ମସ୍ତିସ୍କ ବିକୃତି ଥିବା ପରି ଜଣା ପଡୁଥିବା ସ୍ଥାନୀୟ ଲୋକମାନଙ୍କ ଠାରୁ ପ୍ରକାଶ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking