27.1 C
Bhubaneswar
Thursday, April 25, 2024
Homeଓଡିଶାପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର

ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର

ଯାଜପୁର : ସ୍ୱାଧିନତା ସଂଗ୍ରାମୀଙ୍କୁ ଉଚିତ ସମ୍ମାନ ଦେବା ଏବଂ ସ୍ୱାଧିନତା ସଂଗ୍ରାମୀ ଭିର ବିନାୟକ ଦାମୋଦର ସବରକରଙ୍କୁ ଭାରତ ରତ୍ନ ସମ୍ମାନ ଦେବା ଦାବୀ କରି ଆଜି କେଶରିଆ ହିନ୍ଦୁ ବାହିନି ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଯେଉଁ ସ୍ୱାଧିନତା ସଂଗ୍ରାମୀ ମାନେ ଦେଶକୁ ସ୍ୱାଧିନ କରିଥିଲେ ସେହି ମାନଙ୍କୁ ଆଜି ଅବହେଳା ପ୍ରଦର୍ଶନ କରାଯାଉଛି । ସେଥିପାଇଁ ସେମାନଙ୍କୁ ପ୍ରକୃତ ସମ୍ମାନ ଦେବା ସହିତ ସବରକରଙ୍କୁ ଭାରତ ରତ୍ନ ପ୍ରଦାନ କରିବାକୁ ଦାବୀ କରାଯାଇଥିଲା । ଆଜି ଏ ନେଇ ଜିଲାପାଳଙ୍କ ମାଧ୍ୟମରେ ଏହି ସ୍ମାରକପତ୍ର ପ୍ରଦାନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking