29.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗସବୁ ଜିଲ୍ଲାରେ ହବ ଆତ୍ମନିଯୁକ୍ତି ଯୋଜନା,କାମ ପାଇ ଏବେ ବାହାରକୁ ଯିବାକୁ ପଡ଼ିବନି-ନିତୀଶ୍

ସବୁ ଜିଲ୍ଲାରେ ହବ ଆତ୍ମନିଯୁକ୍ତି ଯୋଜନା,କାମ ପାଇ ଏବେ ବାହାରକୁ ଯିବାକୁ ପଡ଼ିବନି-ନିତୀଶ୍

ବିହାର୍‌:ଶୁକ୍ରବାର ଦିନ ଏକ ର‌୍ୟାଲିକୁ ସମ୍ବୋଧନ କରି ବିହାରର ମୁଖ୍ୟମନ୍ତ୍ରୀ ନିତୀଶ୍ କୁମାର କହିଛନ୍ତି ପ୍ରବାସୀ ମାନଙ୍କ ପାଇଁ ରାଜ୍ୟ ସରକାର ପ୍ରତି ଜିଲ୍ଲା ରେ ଆତ୍ମନିଯୁକ୍ତି ପାଇଁ ଯୋଜନା କରୁଛନ୍ତି ।ଏବେ କୋରନା ମହାମାରୀ ସମୟରେ ପ୍ରବାସୀ ମାନଙ୍କୁ ରେଜଗାରକୁ ଦୃଶ୍ଟିରେ ରଖି ଏହି ଯୋଜନା ବନାଯିବ ।ପୁର୍ବରୁ କେନ୍ଦ୍ର ସରକାରଙ୍କ ସହଯୋଗରେ ବିହାର ସରକାର ପ୍ରବାସୀ ମାନଙ୍କୁ ସୁରଖିତ ଭାବରେ ଫେରେଇ ଆଣି ତାଙ୍କ ପାଇଁ କ୍ୱାରେନ୍‌ଟାଇନ୍‌ର ବ୍ୟବସ୍ଥା କରେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking