29.1 C
Bhubaneswar
Sunday, April 21, 2024
Homeଓଡିଶାସହରାଞ୍ଚଳ ରୂପାନ୍ତରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହିତ ସହରବାସୀ ଓ ପୌର କର୍ମଚାରୀଙ୍କ ବୈଠକ

ସହରାଞ୍ଚଳ ରୂପାନ୍ତରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହିତ ସହରବାସୀ ଓ ପୌର କର୍ମଚାରୀଙ୍କ ବୈଠକ

ଯାଜପୁର : ରାଜ୍ୟ ସରକାରଙ୍କ ପକ୍ଷରୁ ସହରାଞ୍ଚଳ ବିକାଶ ପାଇଁ ମୁକ୍ତା ଯୋଜନା ଅଧିନ ରେ ଅନେକ କାର୍ଯ୍ୟକ୍ରମ ଆରମ୍ଭ ହେଉଛି l ସହରାଞ୍ଚଳ ରୂପାନ୍ତରଣ ପାଇଁ ଯାଜପୁର ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଯାଜପୁର ସହରବାସୀ ଓ ପୌର କର୍ମଚାରୀଙ୍କ ବୈଠକ ଅନୁଷ୍ଠିତ ହେଇଯାଇଛି l ବିଶେଷ ଭାବରେ ସହର ବାସିନ୍ଦା ଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ମେଗା ପ୍ରକଳ୍ପ ର ଘୋଷଣା କରାଯାଇଥିଲା। ଏହି କାର୍ଯ୍ୟ କିଭଳି ସୂଚାରୁ ରୂପେ ଆରମ୍ଭ ହେବ ସେ ନେଇ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପୌର ପରିଷଦର ଅଧ୍ୟକ୍ଷା ରଞ୍ଜୁଲତା ହୋତା , ଉପାଧ୍ୟକ୍ଷ ସନ୍ତୋଷ ମଲ୍ଲିକଙ୍କ ସମେତ ସମସ୍ତ ପରିଷଦ ମାନେ ଉପସ୍ଥିତ ଥିଲେ l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking