33.1 C
Bhubaneswar
Thursday, April 25, 2024
Homeଖାଦ୍ୟଆଜି ଆସନ୍ତୁ ଜାଣିବା ପାଳଙ୍ଗ ଶାଗର ଔଷଧୀୟ ଗୁଣ ବିଷୟରେ...

ଆଜି ଆସନ୍ତୁ ଜାଣିବା ପାଳଙ୍ଗ ଶାଗର ଔଷଧୀୟ ଗୁଣ ବିଷୟରେ…

ବିଭିନ୍ନ ପ୍ରକାର ଶାଗ ମଧ୍ୟରେ ପାଳଙ୍ଗ ଶାଗ ଅନ୍ୟତମ । ବିଶେଷ କରି ଶୀତଦିନେ ଏହି ଶାଗକୁ ଖାଇବାକୁ ଲୋକେ ପସନ୍ଦ କରିଥାନ୍ତି । କେହି କେହି ପାଳଙ୍ଗ ପନିର, ପାଳଙ୍ଗ ଜୁସ, ପାଳଙ୍ଗ ସୁପ ଏବଂ ପାଳଙ୍ଗ ଶାଗକୁ ବିଭିନ୍ନ ତରକାରିରେ ପକାଇ ଖାଇଥାନ୍ତି । ଜାନୁଆରୀ ଫେବୃଆରୀ ମାସେର ଏହି ପାଳଙ୍ଗ ଶାଗ ବେଶି ମିଳିଥାଏ । ପାଳଙ୍ଗ ବିଷୟରେ ପ୍ରାୟତଃ ସମସ୍ତେ କିଛି ନା କିଛି ଜାଣିଛନ୍ତି କିନ୍ତୁ ଆଜି ଆମେ ଏହାର ଉପକାରିତା ଓ ଔଷଧୀୟ ଗୁଣ ବିଷୟରେ ଜାଣିବ..
୧.ଦେହ ହାତରେ ବିରି ବିରି ହୋଇ କୁଣ୍ଡେଇ ହେଉଥିଲେ ଏହାକୁ ଭଲ କରିବା ପାଇଁ ପାଳଙ୍ଗ ଶାଗ ସାହାଯ୍ୟ କରିଥାଏ ।
୨.ପାଳଙ୍ଗ ଶାଗରେ ଭିଟାମନ ଏ, ଭିଟାମିନ ଇ, ମ୍ୟାଗ୍ନେସିୟମ, ଆଇରନ, ପ୍ରୋଟିନ ଆଦି ପ୍ରଚୁର ପରିମାଣରେ ତାଏ । ଆହୁରି ମଧ୍ୟ ପାଳଙ୍ଗ ଶାଗ ଶରୀରରେ କୋଲେଜନ ନାମକ ତତ୍ୱ ଉତ୍ପାଦନ କରିଥାଏ ଯାହା ଦେହ ସୁସ୍ଥ ରଖିବା ସହ ତ୍ୱଚା ନରମ ରହେ ।
୩.ପାଳଙ୍ଗ ଖାଇଲେ ଶରୀରରେ ପୋଡ଼ାଜଳା ଓ ବିନ୍ଧାବିନ୍ଧି ହୁଏନାହିଁ ।
୪.ଏଥିରେ ଆଂଟିଅକ୍ସିଡାଂଟ ଓ ଆଇରନ୍ ପ୍ରଚୁର ପରିମାଣରେ ରହିଛି । ଏହାକୁ କମକରିବାରେ ସାହାଯ୍ୟ କରେ । ସବୁଠାରୁ ବଡ଼ କଥା ହେଉଛି ଛୋଟ ଛୋଟ ପିଲା ପାଳଙ୍ଗ ଶାଗ ଖାଇଲେ ହୃଷ୍ଟପୃଷ୍ଠ ହେବା ସହ ବୁଦ୍ଧିମତା ହୋଇଥାନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking