28.1 C
Bhubaneswar
Thursday, March 28, 2024
Homeଓଡିଶା୭ମେଡିକାଲ କଲେଜର ବରିଷ୍ଠ ପ୍ରଫେସରଙ୍କୁ ନେଇ ଟେକ୍ନିକାଲ କମିଟି ଗଠନ କଲେ ସରକାର

୭ମେଡିକାଲ କଲେଜର ବରିଷ୍ଠ ପ୍ରଫେସରଙ୍କୁ ନେଇ ଟେକ୍ନିକାଲ କମିଟି ଗଠନ କଲେ ସରକାର

ଭୁବନେଶ୍ଵର: ରାଜ୍ୟରେ ବଢ଼ି ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏହାସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଏଭଳି ସ୍ଥିତିରେ କରୋନା ମୁକାବିଲା ପାଇଁ ସରକାରଙ୍କ ସ୍ୱତନ୍ତ୍ର ରଣନୀତି । ୭ମେଡିକାଲ କଲେଜର ବରିଷ୍ଠ ପ୍ରଫେସରଙ୍କୁ ନେଇ ଟେକ୍ନିକାଲ କମିଟି ଗଠନ କରିଛନ୍ତି ସରକାର । ଏହି ଟିମ ୩୦ଜିଲ୍ଲା ଗସ୍ତ କରି କରୋନା ଚିକିତ୍ସା ତଦାରଖ କରିବେ । କୋଭିଡ ଚିକିତ୍ସା ନେଇ ଡାକ୍ତରମାନଙ୍କୁ ଟେକ୍ନିକାଲ କମିଟି ପରାମର୍ଶ ଦେବେ । ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଏନେଇ ସୂଚନା ଦେଇଛନ୍ତି ।
ସୂଚନାନୁସାରେ, ଆଜି ମଧ୍ୟ ରାଜ୍ୟରେ 2589 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ 10 ମୁଣ୍ଡ ନେଇଛି ମହାମାରୀ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking