ଯୋଗ ଜୀବନ ଧାରଣାରେ ମାଧ୍ୟମ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଯୋଗ ଆଜି ଏକ ଆନ୍ଦୋଳନ ପାଲଟିଛି । ଯୋଗ ପୂରା ସଂସାରକୁ ଏକ ପରିବାର ଭଳି ଗଢି ତୋଳିଛି । ଆମେରିକାରୁ ବିଶ୍ୱବାସୀଙ୍କୁ ଉଦବୋଧନ ଦେଇ ଯୋଗ ସଂପର୍କରେ ଏଭଳି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଯାହା ପରସ୍ପରକୁ ଯୋଡ଼ି ଥାଏ, ତାହାହିଁ ଯୋଗ । ଯୋଗରୁ ସୁସ୍ଥତା, ସାମର୍ଥ୍ୟ ଓ ଆୟୁଷ ଉପଲବ୍ଧ ହୋଇଥାଏ । ଭାରତ ସର୍ବଦା ଯୋଡ଼ିବା ପରମ୍ପରାରେ ବିଶ୍ୱାସ ରଖିଥାଏ । ପ୍ରତିରୋଧ ଓ ଗତିରୋଧରେ ପରିସମାପ୍ତି ଘଟାଏ … Continue reading ଯୋଗ ଜୀବନ ଧାରଣାରେ ମାଧ୍ୟମ: ପ୍ରଧାନମନ୍ତ୍ରୀ