୨୯ରୁ ଏମବିବିଏସ କାଉନସେଲିଂ

ଭୁବନେଶ୍ୱର: ଏମବିବିଏସ/ବିଡିଏସରେ ଆଡମିଶନ ପାଇଁ କାଉନସେଲିଂ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଛି । ନିଟରେ କୃତକାର୍ଯ୍ୟ ଛାତ୍ରଛାତ୍ରୀଙ୍କ ଆଡମିଶନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ନଭେମ୍ବର ୨୯ରୁ ଅନଲାଇନ କାଉନସେଲିଂ ଆରମ୍ଭ ହେବ । ଏନେଇ କାର୍ଯ୍ୟସୂଚୀ ଓଜେଇଇ  ୱେବସାଇଟରେ ଉପଲବ୍ଧ ହେବ ।

LEAVE A REPLY

Please enter your comment!
Please enter your name here