31.1 C
Bhubaneswar
Friday, March 29, 2024
Homeଓଡିଶାମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ

ମୟୁରଭଞ୍ଜ : ଆଦିବାସୀ ଧର୍ମ ସ୍ତମ୍ଭରେ ସାରନା କୋର୍ଡକୁ ଯୋଡିବା ପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ସୁପାରିଶ କରିବା, ଆଦିବାସୀ ଛାତ୍ରଛାତ୍ରୀମାନେ  ଅଧ୍ୟୟନ କରୁଥିବା ସେବାଶ୍ରମ ବିଦ୍ୟାଳୟରେ କେବଳ ମହିଳା କର୍ମଚାରୀ ନିଯୁକ୍ତି ସହିତ ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ତୁରନ୍ତ ଆରମ୍ଭ କରାଯିବା ଓ ଆଦିବାସୀ ଛାତ୍ରଛାତ୍ରୀମାନଙ୍କୁ ଷ୍ଟାଇପେଣ୍ଡ ଟଙ୍କା ପ୍ରତ୍ୟେକ ବର୍ଷ ସଠିକ ସମୟରେ ପ୍ରଦାନ କରାଯିବା, ଆଦିବାସୀ ପିଲାମାନଙ୍କର ପ୍ରିୟ କ୍ରୀଡ଼ା ତଥା ଫୁଟବଲ ଖେଳର ଏନ୍ତୁଡ଼ିଶାଳ ମୟୁରଭଞ୍ଜ ଜିଲ୍ଲାର ଏକ ଅତ୍ୟାଧୁନିକ ଫୁଟବଲ ଏକାଡେମୀ ପ୍ରତିଷ୍ଠା କରାଯିବା, ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ ପର୍ଯ୍ୟଟନ ଶିଳ୍ପର ବିକାଶ ଓ ବନ୍ୟଜାତ ଦ୍ରବ୍ୟର ଉଚିତ ବ୍ୟବସାୟିକରଣ ସହ ଗଚ୍ଛିତ ଖଣିଜ ସମ୍ପଦକୁ ନେଇ ବୃହତ ଶିଳ୍ପ ପ୍ରତିଷ୍ଠା ମାଧ୍ୟମରେ ଜିଲ୍ଲାରେ ଲକ୍ଷାଧିକ ବେକାର ଯୁବକ ଯୁବତୀଙ୍କ ରୋଜଗାର ଯୋଗାଇ ଦିଆଯିବା ଏବଂ ଆଦିବାସୀମାନଙ୍କ କେନ୍ଦ୍ର ଓ ରାଜ୍ୟ ସରକାର ଯୋଗାଇ ଦେଉଥିବା ଅର୍ଥର ସଦବିନିଯୋଗ ସହ ଆଦିବାସୀ ବିରୋଧୀ ଆଦିବାସୀ କଲ୍ୟାଣ କାର୍ଯ୍ୟାଳୟର କର୍ମଚାରୀଙ୍କ ମନୋଭାବରେ ପରିବର୍ତ୍ତନ ଦାବିରେ ଭଞ୍ଜ ସେନା ଆଦିବାସୀ ମୋର୍ଚ୍ଚା ପକ୍ଷରୁ ବାରିପଦା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ଗଣଧାରଣା ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ । 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking