33.1 C
Bhubaneswar
Thursday, April 25, 2024
Homeଅପରାଧବ୍ରାଉନ ସୁଗାର ବେପାରୀକୁ କୋର୍ଟ ରେ ହାଜର ପରେ ଆସାମୀ କୁ ରିମାଣ୍ଡରେ 4 ଦିନ ପାଇଁ  ନେଲା ଏସଟିଏଫ

ବ୍ରାଉନ ସୁଗାର ବେପାରୀକୁ କୋର୍ଟ ରେ ହାଜର ପରେ ଆସାମୀ କୁ ରିମାଣ୍ଡରେ 4 ଦିନ ପାଇଁ  ନେଲା ଏସଟିଏଫ

ମୟୁରଭଞ୍ଜ ଜିଲ୍ଲା କୁଳିଅଣା  ଥାନା ଅନ୍ତର୍ଗତରୁ 3କୋଟିରୁ ଉର୍ଦ୍ଧ୍ଵ ଟଙ୍କାର ବ୍ରାଉନ  ସୁଗାର  ଜବତ ସହିତ ବେପାରୀ କୁ ଗିରଫ  କରିଥିଲା କ୍ରାଇମବ୍ରାଞ୍ଚ ଏସଟିଏଫ ଭୁବନେଶ୍ବର
 ମୟୁରଭଞ୍ଜ : ଜିଲ୍ଲା  ପ୍ରଶାସନ କୁ  ଚକିତ କରି  ରବିବାର  କ୍ରାଇମବ୍ରାଞ୍ଚ ଏସଟିଏଫ ଗିରଫ  କଲା  ଦୁର୍ଦାନ୍ତ  ବ୍ରାଉନ  ସୁଗାର  ବେପାରୀ କୁ। ମୟୂରଭଞ୍ଜ ଜିଲ୍ଲା  କୁଳିଅଣା  ଥାନା ଅନ୍ତର୍ଗତ ରୁ ୩.କେଜିି ରୁ ଉର୍ଦ୍ଧ ବ୍ରାଉନ ସୁଗାର  ଜବତ କଲା ଏସ. ଟି .ଏଫ । ଯାହାର ଅନୁୁୁମାନିକ ମୂଲ୍ୟ  ସାଢେ଼ ତିନି କୋଟି ଟଙ୍କାର ହେବ ବୋଲି  କହିଥିଲା ଏସଟିଏଫ। ଏ ମାମଲା ରେ  ରବିବାର ଜଣକୁ ଗିରଫ ମଧ୍ୟ କରା ଯାଇଥଲ। ଏ ନେଇ ରବିବାର twit କରି ପୋଲିସ ଏ ଏଡି ଜି ସୈମେଦ୍ର ପ୍ରିୟଦର୍ଶୀ  ସାମ୍ବାଦିକ  ସମ୍ମିଳନୀରେ ସୂଚନା ଦେଇଥିଲେ ତେବେ ରବିବାର ମୟୁରଭଞ୍ଜରୁ  ଗିରଫ ହୋଇଥିବା ବ୍ରାଉନ ସୁଗର ବେପାରୀ ସେକ୍ ଆସିକ୍ କୁ ଏସ୍.ଟି.ଏଫ୍ ର ଡି.ଏସ.ପି ରାମଚନ୍ଦ୍ର ଥମ୍ବ ଏକ ଚାରି ଜଣିଆ ଟିମ ସହିତ  ବାରିପଦା ଜିଲ୍ଲା ଦୌରା ଜଜ୍ ଙ୍କ ଅଦାଲତ ରେ ଆଜି ହାଜର କରିଥିଲେ। ଏସ୍.ଟି.ଏଫ୍ ର ରିମାଣ୍ଡ ଆବେଦନ କୁ ଗ୍ରହଣ କରି ଜିଲ୍ଲା ଦୌରା ଜଜ୍ ଆସାମୀକୁ ୪ଦିନର ରିମାଣ୍ଡ୍ ମଞ୍ଜୁର କରିଛନ୍ତି।  ଏହି ୪ଦିନରେ ମାମଲା ବାବଦରେ ଆସାମୀକୁ  ଅଧିକ ଜେରା   କରିବ ଏସ.ଟି.ଏଫ୍ । କେସ ନଂ ୨୧/୧୯.୦୭.୨୦ ମୂଳେ ଧାରା ୨୧ସି  ୧୯୮୫ ଅଧାର ରେ କେସ ରୁଜୁ ହୋଇଛି ବୋଲି କହିଛନ୍ତି ସରକାରୀ ଓକିଲ  ସୁସ୍ମିତା ମହାପାତ୍ର   ଲଢୁଛନ୍ତି।
– ବଡ଼ସାହିରୁ ସୂର୍ଯ୍ୟକାନ୍ତି ରାଉତଙ୍କ ରିପୋଟ
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking