ଭୁବନେଶ୍ୱର: ବହୁଜନ ସମାଜ ପାର୍ଟି (ବିଏସ୍ପି)ର ସୁପ୍ରିମୋ ମାୟାବତୀ ଆଜି ଲକ୍ଷ୍ନୌରେ ଆୟୋଜିତ ପାର୍ଟି ବୈଠକରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସୂତ୍ର ମୁତାବକ, ଏହି ବୈଠକରେ ମାୟାବତୀ ନିଜ ପୁତୁରା ଆକାଶ ଆନନ୍ଦଙ୍କୁ ନିଜର ଉତ୍ତରାଧିକାରୀ ଘୋଷଣା କରିଛନ୍ତି। ସମସ୍ତଙ୍କ ସାମ୍ନାରେ ମାୟାବତୀ କହିଛନ୍ତି ଯେ ବିଏସ୍ପିରେ ତାଙ୍କର ଉତ୍ତରାଧିକାରୀ ହେବେ ଆକାଶ ଆନନ୍ଦ। ରବିବାର ସକାଳେ ପୁତୁରା ଆକାଶଙ୍କ ସହ ବୈଠକରେ ପହଞ୍ଚିଥିଲେ ମାୟାବତୀ। ନିକଟରେ ଆକାଶଙ୍କୁ ବିଏସ୍ପି ଚାରୋଟି ରାଜ୍ୟର ଦାୟିତ୍ୱ ଦେଇଥିଲା। … Continue reading ମାୟାବତୀଙ୍କ ଉତ୍ତରାଧିକାରୀ ଆକାଶ
Copy and paste this URL into your WordPress site to embed
Copy and paste this code into your site to embed