ଦିନକରେ ମିଳେଇଲା ମାଟ୍ରିକ ଖୁସି

ଭଦ୍ରକ: କାଲି ମାଟ୍ରିକରେ ୮୬% ମାର୍କ ରଖିଥିଲେ କିନ୍ତୁ ଆଜି ଚାଲିଗଲା ଜୀବନ । ଗାଁ ପୋଖରୀରେ ବୁଡି ଚାଲିଗଲା ମାଟ୍ରିକ ପାସ୍ କରିଥିବା ଛାତ୍ରଙ୍କ ମୃତ୍ୟୁ । ଚରମ୍ପା ପଞ୍ଚାୟତ ଶ୍ରୀରାମପୁର ଗାଁରେ ଅଭାବନୀୟ ଘଟଣା । ଗାଧୋଇବାବେଳେ ଛାତ୍ର ଜଣଙ୍କ ପୋଖରୀରେ ବୁଡିଯାଇଥିଲେ । କାଲି ପ୍ରକାଶିତ ମାଟ୍ରିକ ରେଜଲ୍ଟରେ ମୋଟ ୫୧୯ ମାର୍କ ରଖିଥିଲେ । ନକଲି ଭିଜିଲାନ୍ସ ଏସପି ମନୋଜ ମାଝିର ଆଜି ସରିବ ରିମାଣ୍ଡ ଅବଧି