30.1 C
Bhubaneswar
Thursday, April 25, 2024
Homeଓଡିଶାସରିଲା ମାଟ୍ରିକ ପରୀକ୍ଷା : ୧୮ତାରିଖରୁ ଖାତାଦେଖା ଆରମ୍ଭ

ସରିଲା ମାଟ୍ରିକ ପରୀକ୍ଷା : ୧୮ତାରିଖରୁ ଖାତାଦେଖା ଆରମ୍ଭ

ଭୁବନେଶ୍ୱର: ଆଜି ଥିଲା ମାଟ୍ରିକ ପରୀକ୍ଷାର ଶେଷ ଦିନ । ଆଜି ଶେଷ ଦିନରେ ସାମାଜିକ ବିଜ୍ଞାନ ପରୀକ୍ଷା ଦେଇଛନ୍ତି ଛାତ୍ରଛାତ୍ରୀ । ଚଳିତ ବର୍ଷ ମ୍ୟାଟ୍ରିକ୍ ପରୀକ୍ଷା ଫେବ୍ରୁଆରି ୧୯ ତାରିଖରୁ ଆରମ୍ଭ ହୋଇ ଆଜି ଶେଷ ହୋଇଛି । ମାର୍ଚ୍ଚ ୧୮ ତାରିଖରୁ ମ୍ୟାଟ୍ରିକ୍ ଖାତା ଦେଖା ଆରମ୍ଭ ହେବ ।
“ମ୍ୟାଟ୍ରିକ ଖାତା ମୂଲ୍ୟାୟନରେ ୧୫ ହଜାର ଶିକ୍ଷକ ନିୟୋଜିତ ହେବେ।” ଏଥିପାଇଁ ୬୧ଟି ଖାତା ଦେଖା କେନ୍ଦ୍ର କରାଯାଇଛି । ଏ ବର୍ଷ ୨ହଜାର ୮ଶହ ୮୮ ପରୀକ୍ଷା କେନ୍ଦ୍ରରେ ପ୍ରାୟ ୫ଲକ୍ଷ ୬୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଏନେଇ ବୋର୍ଡ ସଭାପତି ସୂଚନା ଦେଇଛନ୍ତି ।
https://onakhabar.com/2020/03/02/masterchef-india-6-win-odia-boy-abinash/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking