28.1 C
Bhubaneswar
Thursday, March 28, 2024
Homeଓଡିଶାମେଟ୍ରିକ ଓଡିଆ ପଶ୍ନପତ୍ର ଲିକ : ଘୁରି ବୁଲୁଛି ମୋବାଇଲ ରୁ ମୋବାଇଲ

ମେଟ୍ରିକ ଓଡିଆ ପଶ୍ନପତ୍ର ଲିକ : ଘୁରି ବୁଲୁଛି ମୋବାଇଲ ରୁ ମୋବାଇଲ

ବଲାଙ୍ଗିର: ସରକାର ଓ ବିଭାଗିୟ ସମସ୍ତ ବ୍ୟବସ୍ଥା ସତ୍ୱେ ଏଥର ପୁଣି ମେଟ୍ରିକ ପରୀକ୍ଷାର ପ୍ରଶ୍ନ ପତ୍ରର ଫୋଟୋ ଲିକ ହୋଇଛି । ତେବେ ଏହା କୋଉଠୁ ଓ କିପରି ଲିକ ହେଲା ଏହା ଏ ପର୍ଯ୍ୟନ୍ତ ତାହା ଜଣା ପଡି ନାହିଁ । ତେବେ ଏହାର ଫୋଟୋ ମୋବାଇଲ ରୁ ମୋବାଇଲ ଘୁରି ବଲାଙ୍ଗିର ଜିଳ୍ଲାର କଣ୍ଟାବାଞ୍ଜି, ବେଲପଡା, ବଙ୍ଗୋମୁଣ୍ଡା ପର୍ଯ୍ୟନ୍ତ ପହଞ୍ଚିିଛି । ଆଜି ପ୍ରଥମ ଦିନ ସାହିତ୍ୟ ପରୀକ୍ଷା ଥିଲା । ପରୀକ୍ଷା ଆରମ୍ଭରୁ ସାହିତ୍ୟ ପ୍ରଶ୍ନ ପତ୍ରର ଫୋଟୋ ଲିକ ହୋଇଥିବା କୁହାଯାଉଛି । ପରୀକ୍ଷା ଆରମ୍ଭ ହେଉ ହେଉ ଏହି ବିଷୟର ପ୍ରଶ୍ନ ପତ୍ର ଲିକ ହେବା ଅଞ୍ଚଳରେ ଶିକ୍ଷା ବିଭାଗ ଓ ଏହାର ବ୍ୟବସ୍ଥା ଉପରେ ପୁଣି ପ୍ରଶ୍ନ ଉଠିଛି । ଆହୁରି ମଧ୍ୟ ପୁର୍ବବତ କୌଣସି ଅସୁବିଧା ନହେବା ନେଇ ମନ୍ତ୍ରାଳୟ ଓ ବିଭାଗର ସମସ୍ତ ବିହିତ ପଦକ୍ଷେପ ଫେଲ ମାରିଥିବା ଲୋକେ କହୁଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking