38.8 C
Bhubaneswar
Friday, April 19, 2024
Homeଓଡିଶାଜୁଲାଇ ଶେଷ ସୁଦ୍ଧା ମାଟ୍ରିକ ପରୀକ୍ଷା ଫଳ

ଜୁଲାଇ ଶେଷ ସୁଦ୍ଧା ମାଟ୍ରିକ ପରୀକ୍ଷା ଫଳ

ଭୁବନେଶ୍ଵର: ରାଜ୍ୟରେ କରୋନା ଆତଙ୍କ ଯୋଗୁଁ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥାକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ସବୁ ବନ୍ଦ ରହିଥିଲା । ଏହା ସହ କୌଣସି ପରୀକ୍ଷା ଫଳ ପ୍ରକାଶ ମଧ୍ୟ ପାଇପାରୁ ନଥିଲା । କିନ୍ତୁ ଚଳିତ ମାସ ଶେଷ ସୁଦ୍ଧା ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି । ଏଥିସହିତ ପରୀକ୍ଷା ଫଳ ପ୍ରକାଶ ବେଳେ କରୋନା ନେଇ ଜାରି କରାଯାଇଥିବା ସମସ୍ତ ନିୟମ ପାଳନ କରାଯିବ । ଏନେଇ ମାଧ୍ୟମିକ ଶିକ୍ଷା ବୋର୍ଡ଼ ପକ୍ଷରୁ ସୂଚନା ମିଳିଛି । ବୋର୍ଡ଼ର ୨ଟି ଯାକ ୱେବସାଇଟରେ ପରୀକ୍ଷା ଫଳ ପ୍ରକାଶ ପାଇବ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking