30.1 C
Bhubaneswar
Thursday, April 25, 2024
Homeଓଡିଶାମାଟ୍ରିକ୍ ଖାତାଦେଖା ସ୍ଥଗିତ

ମାଟ୍ରିକ୍ ଖାତାଦେଖା ସ୍ଥଗିତ

ଭୁବନେଶ୍ୱର : ମାଟ୍ରିକ୍ ଖାତା ଦେଖା ତାରିଖ ପୁଣି ଘୁଞ୍ଚିଲା । ବାତ୍ୟା ଅମ୍ଫାନ ପାଇଁ ପୁଣି ଘୁଞ୍ଚିଲା ମାଟ୍ରିକ୍ ଖାତାଦେଖା । ଏ ନେଇ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ଶମୀର ରଞ୍ଜନ ଦାଶଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ପରବର୍ତ୍ତୀ ତାରିଖ ପରେ ଘୋଷଣା କରାଯିବ ବୋଲି କହିଛନ୍ତି ମନ୍ତ୍ରୀ।  ୨୧ତାରିଖରୁ ଆରମ୍ଭ ହେବାର ଥିଲା ମାଟ୍ରିକ୍ ଖାତାଦେଖା । ଏ ନେଇ ସେମାବାର ବୈଠକରେ ନିଷ୍ପତ୍ତି ହୋଇଥିଲା । ପୂର୍ବରୁ ମଧ୍ୟ ୨୦ରୁ ଖାତାଦେଖା ନେଇ ଥରେ ନିଷ୍ପତ୍ତି ହୋଇଥିଲା ।
https://onakhabar.com/2020/05/19/all-the-employ-wiil-come-to-office-from-today/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking