ଭୁବନେଶ୍ୱର ରେ ମାସ୍କ ବାଧ୍ୟତାମୂଳକ

ଭୁବନେଶ୍ୱର : କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ ମାସ୍କ ବାଧ୍ୟତାମୂଳକ କଲା ବିଏମସି । ସର୍ବସାଧାରଣ ରେ ମାସ୍କ ପରିଧାନ ବାଧ୍ୟତାମୂଳକ । ତା ସହ ୨ ମିଟର ସାମାଜିକ ଦୂରତା ପାଇଁ ନିର୍ଦ୍ଦେଶ । ବାହାରେ ଛେପ ପକାଇବା ମନା , ନିୟମିତ ହାତ ଧୋଇବାକୁ ପରାମର୍ଶ । କରୋନା ସଂକ୍ରମଣ ବଢିବାରୁ କଟକଣା ଲଗାଇଲା ବିଏମସି । ସେପଟେ ରାଜ୍ୟରେ ଧୀରେ ଧୀରେ ବଢୁଛି ସଂକ୍ରମଣ । ଗତ ୨୪ ଘଣ୍ଟା … Continue reading ଭୁବନେଶ୍ୱର ରେ ମାସ୍କ ବାଧ୍ୟତାମୂଳକ