ମାରୁତି ସେନା ପକ୍ଷରୁ ଦାବିପତ୍ର

jajpur maruti sena

ଯାଜପୁର : ସମାଜ ସେବୀ ଆଦିତ୍ୟ ଦାସ ମୃତ୍ୟୁ ଘଟଣାରେ ସିବିଆଇ ତଦନ୍ତ ପାଇଁ ମାରୁତି ସେନା ଯାଜପୁର ଶାଖା ପକ୍ଷରୁ ଯାଜପୁର ଜିଲ୍ଳପାଳଙ୍କୁ ଏକ ଦାବିପତ୍ର ପ୍ରଦାନ । ଆଦିତ୍ୟ ଦାସଙ୍କ ସମାଜସେବା କ୍ଷେତ୍ରରେ ବହୁ ଅବଦାନ ରିହିଛି । ଏମିିତି ଜଣେ ବ୍ୟକ୍ତି କେବେ ବି ଆତ୍ମହତ୍ୟା କରିପାରେନା । ତେଣୁ ତାଙ୍କ ମୃତ୍ୟୁର ସିବିଆଇ ତଦନ୍ତ କରାଗଲେ ପ୍ରକୃତ ରହସ୍ୟ ଊନ୍ମୋଚିତ ହୋଇପାରନ୍ତା । ମାରୁତି ସେନାର ସଂଘ ପକ୍ଷରୁ ଜିଲ୍ଳାପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here