28.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶବରଯାତ୍ରୀ ବସ୍ ଦୁର୍ଘଟଣା, ୭ ମୃତ ଓ ୮ ଗୁରୁତର

ବରଯାତ୍ରୀ ବସ୍ ଦୁର୍ଘଟଣା, ୭ ମୃତ ଓ ୮ ଗୁରୁତର

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ସମ୍ଭାଲ ଜିଲ୍ଲାର ବିଳମ୍ବିତ ରାତିରେ ମର୍ମନ୍ତୁଦ ଦୁର୍ଘଟଣାଗ୍ରସ୍ତ ଘଟିଛି। ରାସ୍ତାରେ ବସଟି ଛିଡା ହୋଇଥିବା ବେଳେ ଅନ୍ୟ ଏକ ବସ୍ ଆସି ପିଟି ହୋଇଥିଲା। ଫଳରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଆହତ ହୋଇଛନ୍ତି।
ପୁଲିସ ଅଧିକ୍ଷକ କହିଛନ୍ତି ଯେ ବିବାହ ସମାରୋହରେ ଯୋଗଦେଇ ଫେରୁଥିବା ବେଳେ ବସଟି ଦୁର୍ଘଟଣା ହୋଇଥିଲା। ଦୁର୍ଘଟଣାରେ ଆହତ ହୋଇଥିବା ଆଠ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେପଟେ ମୃତକଙ୍କୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking