34.1 C
Bhubaneswar
Friday, March 29, 2024
Homeଓଡିଶାଭୁବନେଶ୍ୱରମାର୍କେଟ ବିଲ୍ଡିଂର ୩୧ ଦୋକାନ ସିଲ୍

ମାର୍କେଟ ବିଲ୍ଡିଂର ୩୧ ଦୋକାନ ସିଲ୍

ଭୁବନେଶ୍ୱର : ମାର୍କେଟ ବିଲ୍ଡିଂର ୩୧ ଦୋକାନ ସିଲ୍। ସାଢେ଼ ତିନି କୋଟି ଟଙ୍କା ଘର ଭଡ଼ା ବକେୟା ଟଙ୍କା ପୈଠ କରିନଥିବାରୁ ସିଲ୍ କଲା ରାଜଧାନୀ ପୂଜା ସମିତି। ଦୀର୍ଘ ବର୍ଷ ହେଲା ଦେଉ ନଥିଲେ । ତେଣୁ ବାଧ୍ୟ ହୋଇ ସିଲ୍ କରିଛି ରାଜଧାନୀ ପୂଜା ସମିତି । ସମିତିର ସଭାପତି ଅବନୀ କାନ୍ତ ପଟ୍ଟନାୟକଙ୍କ ନେତୃତ୍ୱରେ ସିଲ୍ କରାଯାଇଥିବା ସୂଚନା ମିଳିଛି ।

ତେବେ କିଛି ଦୋକାନୀ ଅଳ୍ପ ପେମେଣ୍ଟ କରିବା ଯୋଗୁ ସିଲ୍ ନକରି ଛାଡି ଦେଇଛି ସମିତି । ଆଦାୟ ଟଙ୍କାରେ ସ୍ଥାନୀୟ ମନ୍ଦିରର ଉନ୍ନତିରେ ଲାଗିବ ବୋଲି କହିଛନ୍ତି ସଭାପତି ଅବନୀ କାନ୍ତ ପଟ୍ଟନାୟକ । ସମିତି ୭୨ ଟି ଦୋକାନକୁ ଭଡ଼ା ଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking