ଗଞ୍ଜେଇ ଚାଲାଣ: ଦମ୍ପତି ଗିରଫ

ସୂବର୍ଣ୍ଣପୁର: ଗାଡିରେ ମିଡିଆ ଲେଖି ଗଞ୍ଜେଇ ଚାଲାଣ ହେଉଥିବା ଖବର ସାମ୍ନାକୁ ଆସିଛି । ସୋନପୁର-ବିନିକା ରାସ୍ତା କର୍ତ୍ତଙ୍ଗ ଛକରୁ ୨୦ କେଜି ଗଞ୍ଜେଇ ଜବତ ହୋଇଥିବା ସୂଚନା ରହିଛି । ମଧ୍ୟପ୍ରଦେଶର ଦମ୍ପତିଙ୍କୁ ଗିରଫ କଲା ସୂମର୍ଣ୍ଣପୁର ଅବକାରୀ ଟିମ୍ । ବୌଦ୍ଧରୁ ମଧ୍ୟପ୍ରଦେଶକୁ ଚାଲାଣ ହେଉଥିବା ରହିଛି ସୂଚନା । ଯୁବତୀଙ୍କୁ ୩୧ ଖଣ୍ଡ କରି କାଟିବା ଘଟଣା: ଅଭିଯୁକ୍ତ ଦମ୍ପତ୍ତି ଗିରଫ