30.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶକନ୍‌ଷ୍ଟ୍ରକ୍‌ସନ କମ୍ପାନୀର ୬ ଗାଡ଼ି ପୋଡିଦେଲେ ମାଓବାଦୀ

କନ୍‌ଷ୍ଟ୍ରକ୍‌ସନ କମ୍ପାନୀର ୬ ଗାଡ଼ି ପୋଡିଦେଲେ ମାଓବାଦୀ

ରାଞ୍ଚି : ଝାଡ଼ଖଣ୍ଡର ଗରଓ୍ଵା ଜିଲ୍ଲାରେ ରବିବାର ଏକ ଘରୋଇ କନ୍‌ଷ୍ଟ୍ରକ୍‌ସନ କମ୍ପାନୀର ୬ ଟି ଗାଡିକୁ ମାଓବାଦୀମାନେ ପୋଡିଦେଇଛନ୍ତି। ସୂଚନା ଅନୁଯାୟୀ, ୧୦ ରୁ ୧୨ ଜଣ ସଶସ୍ତ୍ର ମାଓବାଦୀ ଘାଗରୀ ଗ୍ରାମରେ ଥିବା କମ୍ପାନୀର କ୍ୟାମ୍ପ ଉପରେ ଆକ୍ରମଣ କରିଥିଲେ । କ୍ୟାମ୍ପରେ ଶୋଇଥିବା କର୍ମୀମାନଙ୍କୁ ବାଡାବାଡି କରିବା ସହ ସେଠାରେ ଥିବା ୨ଟି ଜେସିବି ମେସିନ, ୨ଟି ରୋଲର ସହ ୬ଟି ଗାଡି ଉପରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଥିଲେ । ମାଓବାଦୀଙ୍କୁ ଚାନ୍ଦା ଦେଇନଥିବାରୁ ଏପରି ଆକ୍ରମଣ ହୋଇଛି ବୋଲି ଜଣାପଡ଼ିଛି। ମାସେ ତଳେ ଉକ୍ତ କମ୍ପାନୀର ଜଣେ ଇଂଜିନିୟରଙ୍କୁ ମାଓବାଦୀମାନେ ଅପହରଣ କରିନେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking