34.1 C
Bhubaneswar
Friday, March 29, 2024
Homeଓଡିଶାଅଳ୍ପକେ ବର୍ତ୍ତିଲେ ଯବାନ, ପଣ୍ଡ ହେଲା ମାଓ ଯୋଜନା

ଅଳ୍ପକେ ବର୍ତ୍ତିଲେ ଯବାନ, ପଣ୍ଡ ହେଲା ମାଓ ଯୋଜନା

ମାଲକାନଗିରି : ପଣ୍ଡ ହେଲା ମାଓ ଯୋଜନା । ଅଳ୍ପକେ ବର୍ତ୍ତିଲେ ଯବାନ । ମାଓବାଦି ଖଞ୍ଜିଥିବା ଲ୍ୟାଣ୍ଡମାଇନ ଉଦ୍ଧାର କଲେ ଯବାନ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ନିପ୍ପା ଜଙ୍ଗଲରେ ପୋଲିସକୁ ଟାର୍ଗେଟ କରିବାକୁ ପାଞ୍ଚ କିଲୋର ଲ୍ୟାଣ୍ଡମାଇନ ଖଞ୍ଜିଥିଲେ ମାଓବାଦି । ୨୦୬ ବାଟାଲିୟନର ସିଆରପିଏଫ ଯବାନଙ୍କ ଅପରେସନ୍‌ ବେଳେ ଏହାକୁ ଠାବ କରାଯାଇ ଡିଫ୍ୟୁଜ୍‌ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking