31.1 C
Bhubaneswar
Friday, March 29, 2024
Homeଓଡିଶାଛତ୍ରଭଙ୍ଗ ଦେଲେ ନକ୍ସଲ: ଛାଡ଼ି ପଳାଇଲେ ନିତ୍ୟବ୍ୟବହୃତ ସାମଗ୍ରୀ

ଛତ୍ରଭଙ୍ଗ ଦେଲେ ନକ୍ସଲ: ଛାଡ଼ି ପଳାଇଲେ ନିତ୍ୟବ୍ୟବହୃତ ସାମଗ୍ରୀ

ମାଲକାନଗିରି: ମାଲକାନଗିରି ମୁଦୁଲିପଡ଼ା ପୁଲିସ ଷ୍ଟେସନ୍‌ ଅଧୀନସ୍ଥ ବୋନଦାପଡ଼ା-ସମ୍ବଲପୁର ଜଙ୍ଗଲରେ ଓଡ଼ିଶା ପୁଲିସର ସୁରକ୍ଷାବଳ ଗତ ଶୁକ୍ରବାର ଦିନ ଆଣ୍ଟି-ମାଓଏଷ୍ଟ ଅପରେସନ୍‌ରେ ବାହାରିଥିଲେ। ଏହି ସମୟରେ ମାଓବାଦୀ ସୁରକ୍ଷାବଳଙ୍କ ଉପରକୁ ଫାଙ୍କା ଗୁଳି ଚାଳନା କରିଥିଲେ। ମାଓବାଦୀଙ୍କ ଏହି ଗୁଳିର ପାଲଟି ଜବାବ ଦେବାକୁ ଯାଇ ସୁରକ୍ଷାବଳ ବି ଜୋରଦାର ଗୁଳିଚାଳନା ଆରମ୍ଭ କରି ଦେଇଥିଲେ।ଏହି ଅପରେସନ୍‌ରେ ସୁରକ୍ଷାବଳଙ୍କ ଗୁଳିର ସାମ୍ନା କରି ନପାରି ମାଦବାଦୀମାନେ ଛତ୍ରଭଙ୍ଗ ଦେଇ ଘଟଣାସ୍ଥଳରୁ ଚାଲି ଯାଇଥିଲେ। ଏହାପରେ ଓଡ଼ିଶାର ପୁଲିସର ସୁରକ୍ଷାବଳଙ୍କୁ ମାଓବାଦୀଙ୍କ ବ୍ୟବହୃତ ଅନେକ ସାମଗ୍ରୀ ସହ ନିତ୍ୟବ୍ୟବହୃତ ଆଦି ସାମଗ୍ରୀକୁ ଜବତ କରାଯାଇଛି।
https://onakhabar.com/2020/02/17/economic-survey-report/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking