27.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଏକ ମାଓ କ୍ୟାମ୍ପ ଧ୍ଵଂସ କଲେ ସୁରକ୍ଷା ବାହିନୀ

ଏକ ମାଓ କ୍ୟାମ୍ପ ଧ୍ଵଂସ କଲେ ସୁରକ୍ଷା ବାହିନୀ

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କୁ ହୀନ ଚକ୍ରାନ୍ତକୁ ପଣ୍ଡ କଲା ଭାରତୀୟ ସୁରକ୍ଷାବାହିନୀ। ଜାମ୍ମୁ କାଶ୍ମୀର ପୁଂଛ ଜିଲ୍ଲାର ଶଶିତାର ବନ କ୍ଷେତ୍ରରେ ଥିବା ଏକ ଆତଙ୍କବାଦୀ କ୍ୟାମ୍ପକୁ ଧ୍ଵସ୍ତ କରିଛି ସେନା ଏବଂ ଜାମ୍ମୁ କାଶ୍ମୀରର ପୁଲିସର ଜଏଣ୍ଟ ଟିମ୍ ।
ଜାମ୍ମୁ କାଶ୍ମୀରରେ ଆତଙ୍କବାଦ ଲୋପ କରିବାକୁ ସୁରକ୍ଷାବାହିନୀ ପକ୍ଷରୁ କ୍ରମାଗତ ଭାବରେ ବିଭିନ୍ନ ଅପରେଶନ କରାଯାଉଛି। ଏହି କ୍ରମରେ ପୁଂଛ ଜିଲ୍ଲାର ଶଶିତାର ବନ କ୍ଷେତ୍ରରେ ସେନା ଏବଂ ଜାମ୍ମୁ କାଶ୍ମୀରର ପୁଲିସର ମିଳିତ ଅପରେଶନ କରାଯାଇଥିଲା। ଏହି ଅପରେଶନରେ ଆତଙ୍କବାଦୀଙ୍କ ଠିକଣାକୁ ଧ୍ଵଂସ କରାଯାଇଛି। ଘଟଣାସ୍ଥଳରୁ 2ଟି ଏକେ 47 ରାଇଫଲ ଏବଂ 4ଟି ମାଗାଜିନ୍ ଜବତ ହୋଇଛି। ସୁରକ୍ଷାବାହିନୀର ଏହି ସଫଳ ଅପରେଶନରେ ଆତଙ୍କବାଦୀଙ୍କ ହୀନ ଚକ୍ରାନ୍ତକୁ ପଣ୍ଡ କରିଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking