31.1 C
Bhubaneswar
Friday, March 29, 2024
Homeଅପରାଧବିକାଶରେ ବାଧା ପାଇଁ ମାଓବାଦୀଙ୍କୁ ହତ୍ୟା- ଏସପି

ବିକାଶରେ ବାଧା ପାଇଁ ମାଓବାଦୀଙ୍କୁ ହତ୍ୟା- ଏସପି

ମାଲକାନଗିରି: ମାଓବାଦୀଙ୍କୁ ଗ୍ରାମବାସୀଙ୍କ ଆକ୍ରମଣ ଘଟଣା । ପ୍ରେସମିଟରେ ମାଲକାନଗିରି ଏସପି ରିଷିକେଷ ଖିଲାରୀଙ୍କ ସୂଚନା । ବିକାଶ କାମରେ ବାଧା ଦେବାରୁ ଅସନ୍ତୁଷ୍ଟ ଗ୍ରାମବାସୀ ଆକ୍ରମଣ କରିଥିଲେ । ମାଓବାଦୀମାନେ ବିକାଶ କାମକୁ ସମର୍ଥନ ନ କରିବାକୁ ଧମକ ଦେଇଥିଲେ । ଗ୍ରମବାସୀ ଜବାବ ଦେବା ପରେ ମାଓବାଦୀମାନେ ଫାଙ୍କା ଗୁଳି ଚାଳନା କରିଥିଲେ । ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ ମାଓବାଦୀଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ । ଆକ୍ରମଣରେ ଜଣେ ମାଓବାଦୀ ମୃତ , ଆଉ ଜଣେ ଗୁରୁତର ଆହତ ହୋଇଛି । ମୃତକ କାଲିମେଳାର ଗଙ୍ଗା ମାଢି ଓରଫ ଆଡମା, ଆହତ କୋରାପୁଟର ଜିପ୍ରୋ । ଆଡମା ନାଁରେ ଲକ୍ଷେ ଓ ଜିପ୍ରୋ ନାଁରେ ୪ଲକ୍ଷର ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ଆହତ ମାଓବାଦୀ ଜିପ୍ରୋ ବର୍ତ୍ତମାନ ପୋଲିସ ହେପାଜତରେ ରହିଛି । ପାପରମେଟଲା ଜନ୍ତୁରାଇ ଗାଁରେ ମାଓବାଦୀ-ଗ୍ରାମବାସୀ ମୁହାଁମୁହିଁ ହୋଇଥିଲେ ।
https://onakhabar.com/2020/01/26/villegers-and-maoist-face-to-face/
 
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking