ବାହାନଗା ରେଳ ଦୁର୍ଘଟଣାରେ ଆହତଙ୍କ ଚିକିତ୍ସା ବ୍ୟବସ୍ଥାର ଅନୁଧ୍ୟାନ କରିବେ ମନସୁଖ ମାଣ୍ଡବ୍ୟ

ଭୁବନେଶ୍ୱର: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡଃ ମନସୁଖ ମାଣ୍ଡବ୍ୟ ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣା ପରବର୍ତ୍ତୀ ଚିକିତ୍ସା ସହାୟତା ସମୀକ୍ଷା ଲାଗି ଆଜି ସକାଳେ ଭୁବନେଶ୍ୱରରେ ପହଂଚିଛନ୍ତି। ଏହି ଦୁର୍ଘଟଣାରେ ୨୯୪ ଜଣଙ୍କ ପ୍ରାଣହାନୀ ଘଟିଥିବା ବେଳେ ପ୍ରାୟ ୧ ହଜାରରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଡଃ ମାଣ୍ଡବ୍ୟଙ୍କ ସହ ଦିଲ୍ଲୀ ଏମ୍ସର ଏକ ଡାକ୍ତରୀ ଦଳ ମଧ୍ୟ ତାଙ୍କ ସହ ଆସିଛନ୍ତି। ଏହି ଦଳ ବିଭିନ୍ନ ପ୍ରକାର ମେଡିକାଲ ଉପକରଣ ଆଣିଥିବା ଜଣାପଡିଛି। ସେମାନେ … Continue reading ବାହାନଗା ରେଳ ଦୁର୍ଘଟଣାରେ ଆହତଙ୍କ ଚିକିତ୍ସା ବ୍ୟବସ୍ଥାର ଅନୁଧ୍ୟାନ କରିବେ ମନସୁଖ ମାଣ୍ଡବ୍ୟ