13.1 C
Bhubaneswar
Sunday, December 7, 2025
Homeଓଡିଶାବଢିଲା ମନୋଜ ଆହୁଜାଙ୍କ କାର୍ଯ୍ୟକାଳ!

ବଢିଲା ମନୋଜ ଆହୁଜାଙ୍କ କାର୍ଯ୍ୟକାଳ!

ଭୁବନେଶ୍ୱର : ବଢିଲା ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ । କାର୍ଯ୍ୟକାଳ ୧ ବର୍ଷ ବଢିଥିବା ନେଇ ସୂଚନା ରହିଛି । ଏନେଇ କ୍ୟାବିନେଟ କମିଟି ଅନୁମୋଦନ କରିଛି । ଡିସେମ୍ବର ୩୧ରେ  ସରୁଥିଲା  ମନୋଜଙ୍କ କାଯ୍ୟକାଳ । ୧୯୯୦ ବ୍ୟାଚର ଆଇଏସ ଅଫିସ ହେଉଛନ୍ତି ମନୋଜ ଆହୁଜା । ଆଇଏସ ଅଫିସର ଏବଂ କେନ୍ଦ୍ର ଡେପୁଟେସନରେ ଥିଲେ , ନିକଟରେ ଡେପୁଟେସନରୁ ଫେରିଥିଲେ । ଜୁଲାଇ ମାସରେ ମୁଖ୍ୟ ଶାସନ ସଚିବର ଦାୟିତ୍ୱ ନେଇଥିଲେ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking