ବିଜେଡିରେ ମିଶିଲେ ମଙ୍ଗଳ ସାହୁ

ଭୁବନେଶ୍ୱର: ବିଜେଡିରେ ଯୋଗଦେଲେ ଝାରସୁଗୁଡା ଜିଲ୍ଲା ବିଜେପି ସଭାପତି । ଝାରସୁଗୁଡା ଜିଲ୍ଲା ବିଜେପି ସଭାପତି ମଙ୍ଗଳ ସାହୁ ବିଜେଡିରେ ମିଶିଲେ । ଭୁବନେଶ୍ୱର ଶଙ୍ଖ ଭବନକୁ ଆସି ବିଜେଡିରେ ଯୋଗ ଦେଲେ ମଙ୍ଗଳ ସାହୁ । ଦେଶରେ ୩,୭୨୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ