ମନୀଷା ରାଣୀ ହେଲେ ଝଲକ୍‌ ଦିଖ୍‌ଲା ଯା ୧୧’ର ବିଜୟିନୀ

ନୂଆଦିଲ୍ଲୀ: ‘ଝଲକ୍‌ ଦିଖ୍‌ଲା ଯା ୧୧’ର ବିଜେତା ମନୀଷା ରାଣୀ । ତାଙ୍କୁ ୩୦ ଲକ୍ଷ ଟଙ୍କା, ଟ୍ରଫି ଓ ତାଙ୍କ କୋରିଓଗ୍ରାଫର୍‌ ଆଶୁତୋଷ ପାୱାର୍‌ଙ୍କୁ ୧୦ ଲକ୍ଷ ଟଙ୍କା ପୁରସ୍କାର ମିଳିଛି। ଶନିବାର ଦିନ ‘ସୋନି ଟେଲିଭିଜନ୍‌’ରେ ପ୍ରସାରିତ ଏହି ସୋ’ର ଚୂଡ଼ାନ୍ତ ଏପିସୋଡ୍‌ ପ୍ରସାରଣ ହୋଇଥିଲା। ଏହାଛଡ଼ା, ଦୁହିଁଙ୍କୁ ୟାସ୍‌ ଦ୍ବୀପ ଓ ଆବୁଧାବିକୁ ବୁଲାଇ ନିଆଯିବ।‘ଝଲକ୍‌ ଦିଖ୍‌ଲା ଯା’ ୧୧ଶ ସିଜନ୍‌ର ଶ୍ରେଷ୍ଠ ଫାଇନାଲିଷ୍ଟ୍‌ମାନଙ୍କ ମଧ୍ୟରେ ଥିଲେ ‘ବିଗ୍‌ ବସ୍‌ ଓଟିଟି୨’ର ପ୍ରତିଯୋଗୀ … Continue reading ମନୀଷା ରାଣୀ ହେଲେ ଝଲକ୍‌ ଦିଖ୍‌ଲା ଯା ୧୧’ର ବିଜୟିନୀ