ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ହାରିଲେ ମନୀଷ ସିସୋଦିଆ । ଜଙ୍ଗପୁରା ଆସନରେ ହାରିଲେ ମନୀଷ ସିସୋଦିଆ । ୬୦୦ ଭୋଟ ରେ ହାରିଛନ୍ତି ମନୀଷ । ଯଦି ମନୀଷ ସିସୋଦିଆ ଭୋଟରେ ବିଜୟ ହେଉଛନ୍ତି ତେବେ ମନୀଷ ଉପମୁଖ୍ୟମନ୍ତ୍ରୀ ହେବା ନେଇ ସ୍ପଷ୍ଟ ହେଉଥିଲା । ଅନ୍ୟପଟେ ଆପର ୩ ବଡ ନେତା ଅରବିନ୍ଦ କେଜ୍ରିୱାଲ, ଆତିଶୀ ମାର୍ଲେନା ଓ ମନୀଷ ସିସୋଦିଆ ଗଣତିରେ ପଛରେ ପଡିଥିବା ସୂଚନା ମିଳିଛି। ଦିଲ୍ଲୀର ୭୦ ଆସନ … Continue reading ହାରିଗଲେ ମନୀଷ ସିସୋଦିଆ
Copy and paste this URL into your WordPress site to embed
Copy and paste this code into your site to embed