37.1 C
Bhubaneswar
Thursday, March 28, 2024
Homeଓଡିଶାମନୀଷ ହତ୍ୟା:ବଦଳିଲେ ଆଇଆଇସି

ମନୀଷ ହତ୍ୟା:ବଦଳିଲେ ଆଇଆଇସି

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ହତ୍ୟା ମାମଲାରେ ଦାୟିତ୍ୱରେ ଅବହେଳା ପାଇଁ ତମାଣ୍ଡୋ ଥାନା ଆଇଆଇସିଙ୍କୁ ବଦଳି କରାଯାଇଛି । ଆଇଆଇସି ପ୍ରମୋଦ ପଟ୍ଟନାୟକଙ୍କୁ ଡିସିପି ଅଫିସକୁ ବଦଳି କରାଯାଇଛି । ବାର୍ ମାଲିକ ପ୍ରଦ୍ୟୁମ୍ନ ଜେନା ଓ ପ୍ରସନ୍ନ ବେହେରା ଥାନାରେ ଅଟକ ରହିଛନ୍ତି । ବାରର ଲାଇସେନ୍ସ ସେପ୍ଟେମ୍ବର ମାସରେ ଶେଷ ହୋଇ ଯାଇଥିଲେ । ଲାଇସେନ୍ସ ଅବଧି ସରିଥିଲେ ବି ବେଆଇନ  ଭାବେ ଚାଲିଥିଲା ବାର୍ । କୋଭିଡ କଟକଣା ଉଲ୍ଲଘଂନ କରି ବିଳମ୍ବିତ ରାତି ଯାଏଁ ଚାଲିଥିଲା ବାର୍ ।  କିଛି ସମୟ ପୂର୍ବେ କନେଷ୍ଟବଳ ପ୍ରସନ୍ନଙ୍କୁ ନିଲମ୍ବିତ କରିଥିଲେ ଡିସିପି । ଭାଇଙ୍କ ନାଁ ରେ ଲିଜ୍ ନେଇ ସାଉଥ୍ ସିଟି ବାର୍ ଚଲାଉଥିଲେ ପ୍ରସନ୍ନ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking