34.1 C
Bhubaneswar
Thursday, April 25, 2024
Homeଓଡିଶାଓଡିଶାର ୩ଟି ପରମ୍ପରାକୁ କେନ୍ଦ୍ରୀୟ ମାନ୍ୟତା

ଓଡିଶାର ୩ଟି ପରମ୍ପରାକୁ କେନ୍ଦ୍ରୀୟ ମାନ୍ୟତା

ଭୁବନେଶ୍ୱର: ଇନଟାନଜିବଲ କଲଚରାଲ ହେରିଟେଜ ତାଲିକାରେ ଓଡିଶାର ୩ଟି ପରମ୍ପରା ସ୍ଥାନିତ ହୋଇଛି । ତେବେ ଏହି ତିନୋଟି ପରମ୍ପରା ମଧ୍ୟରେ ମାଣବସା ଗୁରୁବାର, ଛଉ ନୃତ୍ୟ ଏବଂ ରାବଣ ଛାୟା ସ୍ଥାନିତ ହୋଇଛି । ଏନେଇ ଆଜି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ ମାଧ୍ୟମରେ ସୂଚନା ପ୍ରଦାନ କରିଛନ୍ତି । ଏହାସହ ଓଡିଶାର ତିନୋଟି ପରମ୍ପରା ସ୍ଥାନ ପାଇଥିବାରୁ ଏଥିପାଇଁ ଧର୍ମେନ୍ଦ୍ର ପ୍ରଧାନ , ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସଂସ୍କୃତି ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହାର ଏକ ତାଲିକା ଜାରି କରି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ କହିଛନ୍ତି ଯେ, ଭାରତୀୟ ଅପରିଚିତ ସାଂସ୍କୃତିକ ଐତିହ ର ୧୩ ଟି ପରମ୍ପରା ୟୁନେସ୍କୋ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଏବଂ ଜାତୀୟ ତାଲିକା ଏହି ସଚେତନତା ତଥା ଏହି ଅଭ୍ୟାସଗୁଡିକର ସୁରକ୍ଷା ପାଇଁ ଏକ ପ୍ରୟାସ।

https://onakhabar.com/2020/04/22/one-arrested-6/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking