35.1 C
Bhubaneswar
Tuesday, April 23, 2024
Homeଅପରାଧଦିଅର କଲା ଭାଉଜର ହତ୍ୟା

ଦିଅର କଲା ଭାଉଜର ହତ୍ୟା

ନୂଆଦିଲ୍ଲୀ: ଦିଲ୍ଲୀର କରବାଳ ନଗରରେ ଘଟିଯାଇଛି ଏହି ଅଭାବନୀୟ ଘଟଣା ।ସ୍ୱାମୀର ମୃତ୍ୟୁ ପରେ ସ୍ତ୍ରୀ ନିଜ ଦିଅର ସହ ରହୁଥିଲ । ପରିବାର କଳହରୁ ଦିଅର ନିଜ ଭାଉଜର ଗଳା ଚିପି ହତ୍ୟା କରିଦେଇଥିଲ । ଓ ଏହାପରେ ପୋଲିସ ଥାନାକୁ ଯାଇ ହତ୍ୟାର ସୂଚନା ଦେଇଥିଲା ଓ ସରେଣ୍ଡର କରିଥିଲା ।
ତେବେ ରୋହିତର କହିବା ଅନୂଯାୟୀ ଜୋହରୀପୁର ଜଗଦମ୍ବା କଲୋନୀରେ ସେ ନିଜ ଭାଇ ଓ ଭାଉଜଙ୍କ ସହ ରହୁଥିଲା । ପରିବାର କଳହ ଯୋଗୁଁ ୩ ବର୍ଷ ପୁର୍ବେ ଭାଇ ଆତ୍ମହତ୍ୟା କରିଦେଇଥିଲ ।ପରେ ଭାଉଜ ଓ ରୋହିତ ଏକାଠି ରହିଆସୁଥିଲେ । ତେବେ ସବୁଦିନ ସେମାନଙ୍କ ମଧ୍ୟରେ ଝଗଡ଼ା ହେଉଥିଲା । ୩ ବର୍ଷ ପୁର୍ବେ ସେହି ପରିବାର ଅଶାନ୍ତି ଯୋଗୁଁ ବଡ଼ଭାଇ ଅତ୍ମହତ୍ୟା କରିଥିଲେ । ତେଣୁ ସେ ନିଜ ଭାଉଜର ଗଳା ଚିପି ହତ୍ୟା କରିଥିଲ । । ପୋଲିସ ଆରେପି ରୋହିତକୁ ଗିରଫ କରିବା ସହ ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking