30.1 C
Bhubaneswar
Wednesday, April 24, 2024
Homeଓଡିଶାସ୍କୁଟି ଚାଳକଙ୍କୁ ୧୮ହଜାର ୫ଶହ ଟଙ୍କାର ଜରିମାନା

ସ୍କୁଟି ଚାଳକଙ୍କୁ ୧୮ହଜାର ୫ଶହ ଟଙ୍କାର ଜରିମାନା

ରାୟଗଡା: ଗାଡି ଯାଞ୍ଚ ବେଳେ ସ୍କୁଟି ଚାଳକଙ୍କୁ ୧୮ହଜାର ୫ଶହ ଟଙ୍କାର ଜରିମାନା । ରାୟଗଡା ସହରର ଡିଆଇବି ଛକ ଠାରେ ଗାଡି ଯାଞ୍ଚ ବେଳେ ଜଣେ ସ୍କୁଟି ଚାଳକ ଧରାପଡିଥିଲେ । ବୈଧ ଲାଇସେନ୍ସ ନଥିବା, ଟ୍ରାଫିକ ଆଇନକୁ ଉଲ୍ଲଂଘନ କରିବା, ହେଲମେଟ ନପିନ୍ଧିବା, ରେଡ଼ଲାଇଟ ସିଗ୍ନାଲକୁ ଅତିକ୍ରମ କରିବା ଇତ୍ଯାଦି ମାମଲାରେ ଜରିମାନା ଆଦାୟ କରିଛି ପରିବହନ ବିଭାଗ ଓ ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking