28.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗଟ୍ରେନ ଲାଇନ କଟି ଯୁବକଙ୍କ ମୃତ୍ୟୁ , ହତ୍ୟା ସନ୍ଦେହ କରି ପରିବାର କଲେ...

ଟ୍ରେନ ଲାଇନ କଟି ଯୁବକଙ୍କ ମୃତ୍ୟୁ , ହତ୍ୟା ସନ୍ଦେହ କରି ପରିବାର କଲେ ଅଭିଯୋଗ

କୋରାପୁଟ: କୋରାପୁଟ ଜିଲ୍ଲାର ପାଡୁଆଥାନା ଅନ୍ତର୍ଗତ କୁଲାରସିଙ୍ଗ ଗ୍ରାମ ପଞ୍ଚାୟତ ର ଗେମେଲ ପୁଟ ଗ୍ରାମର ଯୁବକ ଟ୍ରେନ ଲାଇନ ରେ କଟି ଯୁବକ ର ମୃତ୍ୟୁ ହୋଇଥିବା ଜଣାପଡିଛି। ଖବର ଜଣାପଡ଼ିଛି କି ଗେମେଲ ପୁଟ ଗ୍ରାମ ର ରାମଚନ୍ଦ୍ର ଖରା ନାମକ ଯୁବକ ନିଜ ଗ୍ରାମ ଠାରୁ ଶୁଶୁର ଘର ଆନ୍ଦ୍ର ପ୍ରଦେଶ ର ଆରୁକୁ ବେଲି ନିକଟସ୍ଥ ପାନୀ ରାଙ୍ଗୀନି ଗ୍ରାମ ଯାଉଥିଲେ ବୋଲି ପରିବାର ଲୋକ କହିଥିବା ବେଳେ ଆଜି ସକାଳେ ରେଳବାଇ କର୍ମଚାରୀ ଦି ଖଣ୍ଡ ହୋଇପୋଡ଼ି ରହିଥିବା ମୃତ ଦେହ ଦେଖି ରେଳବାଇ ଜି ଆର ପି ପୋଲିସ ଗୋରାପୁର ରେଲ ଷ୍ଟେସନ କୁ ଖବର ଦେଇଥିଲେ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଆରୁକୁ ନେଇ ଖବର ଦେଇଥିଲେ ପରିବାର ଲୋକଙ୍କୁ ।ଘଟଣା ସ୍ଥଳରେ ପହଞ୍ଚି ଦେଖିଲା ପରେ ହତ୍ୟା କରି ଟ୍ରେନ ଲାଇନ ପିଙ୍ଗିଦେଇଥିବା ଥିବା ନେଇ ଆରୁକୁ ରେଳବାଇ ପୋଲିସ କୁପରିବାର ଲକେଅଭିଯୋଗ କରିଥିବା ଜଣା ପଡିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking