30.1 C
Bhubaneswar
Wednesday, April 24, 2024
Homeଅପରାଧମହିଳାଙ୍କୁ ଅଦାଚାରଣ କରି ସିସିଟିଭି ରେ ଧରାପଡ଼ିଲେ ଅଭିଯୁକ୍ତ

ମହିଳାଙ୍କୁ ଅଦାଚାରଣ କରି ସିସିଟିଭି ରେ ଧରାପଡ଼ିଲେ ଅଭିଯୁକ୍ତ

ମୁମ୍ବାଇ: ରେଳବାଇ ପୋଲିସ ମତଙ୍ଗ ପୋଲ ଉପରେ ମହିଳା ମାନଙ୍କୁ ଅସଦାଚରଣ କରୁଥିବା ଏକ ବ୍ୟକ୍ତି କୁ ଗିରଫ କରିଛି । ବ୍ୟକ୍ତିଟିର ଏଭଳି ନୀଚ କାମ ମତଙ୍ଗ ରେଳଷ୍ଟେସନ ରେ ଲାଗିଥିବା ସିସିଟିଭି ରୁ ଜଣା ପଡିଥିଲା । ଏହି ଘଟଣା ୨୫ ଜାନୁୟାରୀ ରେ ପୋଲିସ ଜାଣିବାକୁ ପାଇଲା । ଆଗରୁ ଅନେକ ମହିଳା ସେହି ବ୍ୟକ୍ତିର ଏଭଳି ବ୍ୟବହାରକୁ ନେଇ ଅଭିଯୋଗ କରିଥିଲେ । ଅଭିଯୁକ୍ତ ଜଣକ ମହିଳାଙ୍କୁ ଖରାପ ଇଙ୍ଗିତ କରିବା ସହ ଚୁମ୍ବନ ଦେବାର ଅଭିଯୋଗ ହୋଇଆସୁଥିଲା। ସିସିଟିଭି ଫ୍ଲୁଟେଜ ରେ ଦେଖାଯାଇଛି ବ୍ୟକ୍ତି ଟି ମତଙ୍ଗ ପୋଲ ଉପରେ ଯାଉଥିବା ମହିଳା ଯାତ୍ରୀଙ୍କୁ ଟଣାଓଟରା କରିବା ସହ ,ଅସଦାଚରଣ କରେ ଏବଂ ସେଠାରୁ ଦୌଡ଼ି ପଳାଏ । ଏଭଳି କାର୍ଯ୍ୟ କରି ଖସି ପଳାଉଥିବା ବେଳେ ସିସିଟିଭି ତାକୁ ଧରାଇ ଦେଇଛି ।ଅଭିଯୁକ୍ତ ଜଣକ ଉତ୍ତରପ୍ରଦେଶ ର ବୋଲି ସୂଚନା ରୁ ଜଣାପଡିଛି । ଅଭିଯୁକ୍ତର ନାଁ ରଜୁର ହବିବୁର ଖାନ ଅଟେ । ପୋଲିସ ଖାନକୁ ଚୋରି କେସରେ ଧରିଥିବା ବେଳେ ଏଭଳି ଅଭିଯୋଗ ଆସିବାରୁ ପୁଣିଥରେ ଗିରଫ କରିଛି ।
https://onakhabar.com/2020/02/08/bhasapola-vessel-stuck/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking