26.1 C
Bhubaneswar
Friday, March 29, 2024
Homeଅପରାଧନାବାଳିକାକୁ ଅପହରଣ କରିଥିବା ଯୁବକଙ୍କୁ ଗିରଫ କଲେ କଳିଙ୍ଗନଗର ପୋଲିସ

ନାବାଳିକାକୁ ଅପହରଣ କରିଥିବା ଯୁବକଙ୍କୁ ଗିରଫ କଲେ କଳିଙ୍ଗନଗର ପୋଲିସ

ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ଅନ୍ତର୍ଗତ ନିଳକଣ୍ଠ ପୁର ଗ୍ରାମରୁ ନାବାଳିକା ଅପହରଣକୁ ନେଇ କଳିଙ୍ଗନଗର ଥାନାରେ ଅଭିଯୋଗ। ଅଭିଯୋଗ ମୁତାବକ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଏରିଆର ବେଠିଆ ବର୍ଦା ଗ୍ରାମର କାହ୍ନୁଚରଣ ନାୟକ ଅପହରଣ କରିନେଇ ଥିଲେ। ଅପହରଣ କରିଥିବା ଯୁବକଙ୍କୁ ଦୀର୍ଘ ୭ ଦିନ ପରେ କଳିଙ୍ଗନଗର ଥାନାର ଏସାଇ ହେମଲତା ଦାସ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅନ୍ତର୍ଗତ ବେଠିଆ ବର୍ଦା ଗ୍ରାମରୁ ଗିରଫ କରି ଏକ ପୋସ୍କୋ ଆକ୍ଟ କେସ ରୁଜୁ କରି ନାବାଳିକ ଓ ଅପହରଣ କରିଥିବା ଅଭିଯୁକ୍ତଙ୍କୁ ଦାନଗଦି ମେଡିକାଲରେ ଦାକ୍ତରି ମଇନା କରି ଯାଜପୁର ଜିଲ୍ଲା ଦୋରଜା କୋର୍ଟକୁ ପଠାଇଥିଲେ। ସେଠାରେ ଜାମିନି ମଞୁର ନହେବାରୁ ଯାଜପୁର ଜେଲେକୁ ଅଭିଯୁକ୍ତ କାହ୍ନୁଚରଣ ନାୟକଙ୍କୁ ପଠାଯାଇ ଥିଲା ବୋଲି କଳିଙ୍ଗନଗର ଥାନାର ଏସାଇ ହେମଲତା ଦାସ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking