ମମିତା ମୃତ୍ୟୁ ମାମଲା, ସିବିଆଇ ତଦନ୍ତ ଦାବି କଲେ ମା’

ଭୁୁବନେଶ୍ୱର: ବହୁ ଚିର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ମାମଲା । ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି କଲେ ମମିତାଙ୍କ ମା । ସତ ପଦାକୁ ଆସିବା ପାଇଁ ସିବିଆଇ ତଦନ୍ତ ହେଉ ବୋଲି କହିଲେ ମମିତାଙ୍କ ମା ତୁଳସୀ । ଝିଅ ଘରୁ ଅକ୍ଟୋବର ୮ରେ ବାହାରିଥିଲା । ଆଉ ଏହି ଘଟଣାକୁ ଆଜିକୁ ୨ ବର୍ଷ ପୁରିଲାଣି । କିନ୍ତୁ ଜଣେ ଅଭିଯୁକ୍‌ତ ତଡପି ତଡପି ମରିଥିବାରୁ ଆମକୁ ଖୁସି ଲାଗୁଛି । ଆଉ ଜଣେ … Continue reading ମମିତା ମୃତ୍ୟୁ ମାମଲା, ସିବିଆଇ ତଦନ୍ତ ଦାବି କଲେ ମା’