ଇଣ୍ଡିଆ ମେଣ୍ଟକୁ ମମତା ଝଟକା

କୋଲକାତା : ମିଳିତ ବିରୋଧୀଙ୍କ ଇଣ୍ଡିଆ ମେଣ୍ଟକୁ ଜବରଦସ୍ତ  ଝଟକା । ବଡ ଝଟକା ଦେଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପଶ୍ଚିମବଙ୍ଗରେ ଟିଏମ୍‌ସି ଏକାକୀ ଲଢିବ କହିଲେ ଦିଦି । କୌଣସି ସହଯୋଗୀ ଦଳ ଆସନ ବୁଝାମଣା ହେବନି କହିଲେ । ଓଲଟିଲା ଯାତ୍ରାପାର୍ଟି ଟ୍ରକ୍‌: ୫ ମୃତ, ୧୨ ଜଣ ଗୁରୁତର