34.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଇସ୍ରାଏଲ ମେସିନ ଦ୍ୱାରା ମୋ ଫୋନ ଟ୍ୟାପ କରାଯାଉଛି

ଇସ୍ରାଏଲ ମେସିନ ଦ୍ୱାରା ମୋ ଫୋନ ଟ୍ୟାପ କରାଯାଉଛି

କୋଲକାତା: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ମଧ୍ୟରେ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କ ଉପରେ ଏକ ବଡ ଅଭିଯୋଗ କରି କହିଛନ୍ତି ଯେ, ତାଙ୍କ ଫୋନ ଟ୍ୟାପ କରାଯାଉଛି ଏବଂ ରାଜନୈତିକ ବ୍ୟବହାର ପାଇଁ ତାକୁ ଲିକ ମଧ୍ୟ କରାଯାଉଛି । ଟିଏମସି ସୁପ୍ରିମୋ ମମତା ବାନାର୍ଜୀ କହିଛନ୍ତି ଯେ, ପଶ୍ଚିମବଙ୍ଗ ନିର୍ବାଚନରେ ତାଙ୍କ ଦଳକୁ ଦୁଇ ତୃତୀୟାଂଶ ଜନମତ ମିଳିବ ।
ନନ୍ଦୀଗ୍ରାମ ମାମଲାରେ ଗୋଟିଏ ଓ ସୃଜନ ଚକ୍ରବର୍ତ୍ତୀ ମାମଲାରେ ତାଙ୍କ ଫୋନ ଟ୍ୟାପ କରାଯାଉଥିବା ସେ କହିଛନ୍ତି । ଫୋନ ଟ୍ୟାପ କରିବା ପାଇଁ କେନ୍ଦ୍ରୀୟ ଏଜେନ୍ସି ଇସ୍ରାଏଲରୁ ଏକ ମେସିନ ଆଣିଛନ୍ତି । ସେ ଆହୁରି କହିଛନ୍ତି, ବିଜେପି ଯେତେ ଚକ୍ରାନ୍ତ କଲେ ବି ନିର୍ବାଚନରେ ତାହା କିଛି କାମ ଦେବନି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking